ସୁବର୍ଣ୍ଣା ନିଜେ ନିଜକୁ ବିଜୟ କୁ ସମର୍ପି ଦେବାପାଇଁ ଚବିଶ ଘଣ୍ଟା ସମୟ ଦିଏ। ଶିଭ୍ କୁ ଫୋନ୍ କରି ରାଜ ରାଜେନ୍ଦ୍ର ରିସଟ୍ କୁ ଆସି ଶିଭ୍ ସହ ଦେଖା ହେବାକୁ କହେ। ଏ ସବୁ ଶୁଣି ଶିଭ୍ ଓ ପୂଜା ର ଚିନ୍ତା ବଢିଯାଏ।