Jhia Amara Nua Bohu
349 Views
Dec 31 1969
00:22:21
5
5
ପୁରା ପରିବାର ଗଣେଶ ଉତ୍ସବ ମନଉଥିବା ବେଳେ ରାଜ୍ ରାଜେନ୍ଦ୍ର ଭିକି କୁ ନେଇ ଚିନ୍ତାରେ ଥାଏ…ପୂଜା ଓ ଅର୍ଚ୍ଚନା ଯୋଜନା ବନାନ୍ତି ଭିକି ପାଖକୁ ଯିବାର.. ପୂଜା ଘର ଲୋକଙ୍କୁ ମିଛ କହି ଭିକି ସହ ଦେଖା କରିବାକୁ ଘରୁ ବାହାରିଯାଏ.. ରାଜ ରାଜେନ୍ଦ୍ର ତା ଗୁଣ୍ଡା ମାନଙ୍କୁ କହେ ପୂଜାକୁ Follow କରି ଭିକି ପାଖରେ ପହଂଚିବାକୁ.. କ’ଣ ପୂଜା ରାଜ୍ ରାଜେନ୍ଦ୍ରକୁ ହରେଇ ଭିକି ପାଖରେ ପହଁଞ୍ଚିପାରିବ..?
Share