ଜ୍ୟୋତିକା, ଆଶୁର ବାହାଘରକୁ ନେଇ ଘଟିଥିବା ଅଘଟଣ ପାଇଁ ପୂଜାକୁ ଦୋଷ ଦିଏ ହେଲେ ଶିବ୍ ପୂଜାର ସାଥ୍ ଦେବା ସହ ପୂଜାକୁ ଏମିତି ବ୍ୟବହାର ନ କରିବାକୁ କହେ.. ଏ ସବୁ ପ୍ଲାନ୍ ଜ୍ୟୋତିକାର ଥିବା ଜାଣିବା ପରେ ଆଶୁ ବହୁତ ଖୁସି ହୁଏ ଏବଂ ସେ ଏବେ ଶିବ୍ କୁ ପାଇବାର ସ୍ୱପ୍ନ ଦେଖେ.. କ’ଣ ଆଶୁ ଓ ଜ୍ୟୋତିକାର ସ୍ୱପ୍ନ ସତ ହେଇପାରିବ.. ?