Jhia Amara Nua Bohu
25 Views
Dec 31 1969
00:22:27
5

ପୋଲିସ ପୂଜା ରୁମ୍ ର ତଲାସୀ ନିଏ, ଡାଇମନ୍ଡ ନେକ୍ଲେସ ମିଳେ। ଆଶୁ ଚୋରି କୁ ନେଇ ପୂଜା କୁ ନାନାଦି କଥା ଶୁଣାଉ ଥିବା ବେଳେ ରାଜ ରାଜେନ୍ଦ୍ର ଆସେ ଓ ପୋଲିସ କୁ ଯିବାକୁ କହେ।ପୂଜା କୁ ରାଜ୍ ରାଜେନ୍ଦ୍ର ଏ ଚୋରି ସେ କରିନି ବୋଲି ପ୍ରମାଣ କରିବାକୁ କହେ।
Share