Jhia Amara Nua Bohu
211 Views
Dec 31 1969
00:22:14
5
5
ଜ୍ୟୋତିକା, ଆଶୁ ସହ ଯୋଜନା ବନାଏ କେମିତି ଶିବ୍ ଓ ଆଶୁର ମ୍ୟାରେଜ୍ ହବ.... ବିରାଜ୍ ଉମାର ଦେଖା ଶୁଣା କରୁଥିବା ବେଳେ ଲୋପାର ଫୋନ୍ ଦେଖି ଉମା ଡରିଯାଏ.. ସେପଟେ ପୂଜା ଶିବ୍ କରିଥିବା ଭୁଲ୍ ପାଇଁ ତାକୁ ଘୃଣା କରେ କିନ୍ତୁ ତା କଥା ଭାବୁଥାଏ.. କ’ଣ ପୂଜା ଜାଣିପାରିବ ଶିବ୍ କରିଥିବା ଭୁଲ୍ ର ସତ.. ?
Share