ମହାରାଣୀ ଅର୍ଚ୍ଚନାକୁ ମାରିବାକୁ ଚେଷ୍ଟା କରେ ହେଲେ ବିଫଳ ହୁଏ..କିନ୍ତୁ ବାରମ୍ବାର ନିଜ ଉଦେଶ୍ୟ ପୁରା କରିବାରେ ମହାରାଣୀ ଲାଗିପଡେ.. ସେପଟେ ପୂଜା ନିଜ pregnancyର ସତ ରାଜ୍ ରାଜେନ୍ଦ୍ର ଓ ପୁରା ପରିବାର ଆଗରେ କହିବାକୁ ଚେଷ୍ଟା କରେ.. ଶେଷରେ ରାଜ୍ ରାଜେନ୍ଦ୍ର ପୂଜାର କଥା ଶୁଣିବାକୁ ରାଜି ହୁଏ ହେଲେ ପୂଜା କିଛି କହିବା ଆଗରୁ ସେ ଜାଣିପାରେ ଅର୍ଚ୍ଚନାର Accident ହେଇଛି.. କ’ଣ ମହାରାଣୀର ଷଡ଼ଯନ୍ତ୍ର ସଫଳ ହେବ.. ?