ଆଶ୍ରମରେ ପୂଜା ଓ ଅର୍ଚ୍ଚନା ଜାଣି ପାରନ୍ତି, ଯେ ରାହୁଲ ତାଙ୍କୁ ଶିଭ୍ ପାଖରୁ ଉଧାର କରିବାକୁ ଆସିଚି। ହଭେଲୀ ରେ ଆଶୁ ର ମେହେନ୍ଦୀ କାର୍ଯ୍ୟ ଚାଲି ଥିବା ବେଳେ ରାଜ ରାଜେନ୍ଦ୍ର କେବଳ ପୂଜା ସେଠି ପହଞ୍ଚିବା କୁ ନେଇ ବିବ୍ରତ ଥାଆନ୍ତି।