Jhia Amara Nua Bohu
200 Views
Dec 31 1969
00:22:45
5
5
ସବୁ ଭୁଲ ବୁଝାମଣାକୁ ଦୂର କରି ଅର୍ଚ୍ଚନା କୁ ଘରକୁ ପେରେଇ ଆଣେ ଲୋପା.. ଅର୍ଚ୍ଚନା ଘରକୁ ଆସିଯିବା ଦେଖି ଆଶୁ ଓ ଜ୍ୟୋତିକା ରାଗିଯାନ୍ତି..କିନ୍ତୁ ପରିବାର ସାମ୍ନାରେ ଖୁସି ହେବାର ଅଭିନୟ କରନ୍ତି ପରେ ଜ୍ୟୋତିକା ଆଶୁକୁ କହେ ଅର୍ଚ୍ଚନା କୁ ଭୁଲ ମାଗିବାକୁ .. ଜ୍ୟୋତିକା ଏଇ ଖୁସିକୁ ମନେଇବାକୁ ଯାଇ ପୁରା ପରିବାର ଲୋକଙ୍କ ପାଇଁ ହୋଟେଲରୁ ଖାଇବା ଆଣିବାକୁ କହେ.. କ’ଣ ଜ୍ୟୋତିକାର ଏମିତି କରିବା ପଛରେ ରହିଛି କିଛି ଷଡ଼ଯନ୍ତ୍ର.. ?
Share