Jhia Amara Nua Bohu
25 Views
Dec 31 1969
00:21:53
5

ଯଥା ଶୀଘ୍ର ପୂଜା କୁ ଖୋଜି ଆଣିବା ପାଇଁ ରାଜ ରାଜେନ୍ଦ୍ର,ଶିଭ କୁ ନିର୍ଦ୍ଦେଶ ଦିଏ। ସୁବର୍ଣ୍ଣା କୁ ରାଜି କରାଇବା ପାଇଁ ବିଜୟ, ପୂଜା କୁ ଢାଲ କରେ। ପୂଜା, ବିଚ୍ଛେଦ ରେ ଶିଭ ର ତା ସହ କିଛି ପୂରୁଣା ସ୍ମୃତି ମନେପଡେ ଓ ସେ ଅଧୀର ହୋଇ ପଡେ।
Share