Jhia Amara Nua Bohu
204 Views
Dec 31 1969
00:21:41
5
5
ଶିବ୍ ପୂଜାକୁ ସବୁ ମୁହୁର୍ତ୍ତରେ ମନେପକାଏ.. ହେଲେ ସେପଟେ ରାଜ୍ ରାଜେନ୍ଦ୍ର ପୂଜାକୁ ପୁରୁଣା ଦୁର୍ଗା ମନ୍ଦିର ପଠେଇବାକୁ ଯୋଜନା ବନାଏ.. ପୂଜା ମାଙ୍କ ସାମ୍ନାରେ ଆରାଧନା କରିବା ପରେ ସେ ବାହାରିଯାଏ ଦୁର୍ଗା ମାଙ୍କ ମନ୍ଦିରକୁ.. ସେପଟେ ଅର୍ଚ୍ଚନା ଘରେ ମିଛ କହି ଚାକିରି ଖୋଜେ.. ହେଲେ ରୁଦ୍ର ଅର୍ଚ୍ଚନାର ଚାକିରୀ ଛାଡିବାକୁ ନେଇ ଚିନ୍ତାରେ ପଡିଯାଏ.. କ’ଣ ଅର୍ଚ୍ଚନା ଜାଣିପାରିବ ରୁଦ୍ରର ଉଦେଶ୍ୟ.. ?
Share