Jhia Amara Nua Bohu
250 Views
Dec 31 1969
00:22:01
5
5
ଉତ୍ତରାଧିକାରୀ ପାଇଁ ଆସୁଥିବା ବାଧା ର ସମାଧାନ ସ୍ବରୂପ ମହାଗୁରୁ ଙ୍କ କହିବା ଅନୁସାରେ ଶିଭ ଓ ପୂଜା ର ସୁଧିକରଣ ପୂଜା ହୁଏ। ପୂଜା ସାବିତ୍ରୀ ବ୍ରତ କରି ,ଶିଭ କୁ ନିକଟତର କରି ନେବା ଭୟ ରେ ଆଶୁ ଥାଏ। ହେଲେ ଜୋତିକା ପୂଜା ର ଏ ବ୍ରତ ସଫଳ ହେବାକୁ ଦେବନାହିଁ କହି ଆଶୁ କୁ ବୁଝାଏ।
Share